ସ୍ପାଇସଜେଟ୍ ଉପରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ: ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅଧା ବିମାନର ଉଡାଣ ବନ୍ଦ

ନୂଆଦିଲ୍ଲୀ: ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଥିଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିବା ବେଳେ ଏବେ ଏହି କଟକଣାର ସମୟସୀମାକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୨୯, ୨୦୨୨ ପର୍ଯ୍ୟନ୍ତ କମ୍ପାନିର ୫୦% ବିମାନ ଉଡ଼ାଣ କରିପାରିବ ନାହିଁ। … Continue reading ସ୍ପାଇସଜେଟ୍ ଉପରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ: ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅଧା ବିମାନର ଉଡାଣ ବନ୍ଦ